This browser does not support the video element.
ଅମ୍ବାଭୋନା: ଡୁଙ୍ଗୁରି ଗ୍ରାମର ଚଣ୍ଡି ମନ୍ଦିର ପ୍ରାଙ୍ଗଣ ରେ ସପ୍ତାହବ୍ୟାପି ମହାଭାରତ ପୁରାଣ ଗାୟନ ଆଜି ଉଦଯାପିତ ହେଲା, ଦେଖନ୍ତୁ ଭକ୍ତଙ୍କ ମତାମତ
Ambabhona, Bargarh (Baragarh) | Sep 6, 2025
ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ମୌଜା ଡୁଙ୍ଗୁରି ଗ୍ରାମରେ ସପ୍ତାହବ୍ୟାପି ମହାଭାରତ ପୁରାଣ ପ୍ରସିଦ୍ଧ ଶ୍ରୀ ଚଣ୍ଡୀ ମନ୍ଦିର ପ୍ରାଙ୍ଗଣରେ କର୍ତ୍ତା ବିଜୟ କୁମାର ପ୍ରଧାନ ତାଙ୍କ ପତ୍ନୀ ବିଳାସିନୀ ପ୍ରଧାନ ଓ ଗ୍ରାମବାସୀଙ୍କ ଉଦ୍ୟମରେ ସପ୍ତାହ ବ୍ୟାପି ଅନୁଷ୍ଟିତ ହୋଇ ଆଜି 2 PM ରେ ସମାପନ ହେଲା । ଏଥିରେ ପୁରୋହିତ ପୂର୍ଣ୍ଣଚନ୍ଦ୍ର ଦାଶ ଓ ସାଥୀ ବାରସ୍କନ୍ଧ ଗାଇଥିଲେ। ଗ୍ରାମର ମାନ୍ୟଗନ୍ୟ ବ୍ୟକ୍ତି ମହେନ୍ଦ୍ର ପ୍ରଧାନ,ପ୍ରେମାନନ୍ଦ ସା, ଭରତ ଦୋରା ଓ ଅନ୍ଯାନ୍ଯ ଭକ୍ତ ଉପସ୍ଥିତ ଥିଲେ । ଭଟଲୀ ବିଧାୟକ ଇରାସିସ ଆଚାର୍ଯ୍ଯ ଙ୍କ ପିତା ଡକ୍ଟର ସୁନିଲ ଆଚାର୍ଯ୍ଯ ମଧ୍ଯ ଯୋଗଦାନ କରିଥିଲେ।