Download Now Banner

This browser does not support the video element.

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ମୋହନା ବ୍ଲକ ଚାନ୍ଦିପୁଟ ଇନ୍ଦିରା ସ୍ମୃତି ଉଚ୍ଚ ବିଦ୍ୟାଳୟ ର ଇଂରାଜୀ ଶିକ୍ଷକ ଙ୍କୁ ବିଦାୟ ସମ୍ବୋର୍ଦ୍ଧନା।

Paralakhemundi, Gajapati | Aug 30, 2025
ଗଜପତି ଜିଲ୍ଲା ମୋହନା ବ୍ଲକ ଚାନ୍ଦିପୁଟ ଇନ୍ଦିରା ସ୍ମୃତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଇରାଜୀ ଅଧ୍ୟାପକ ରାମହରି ପଟ୍ଟନାୟକ ଙ୍କୁ ଆଜି ଦିନ ତିନି ଘଣ୍ଟ ସମୟରେ ଅବସର କାଳୀନ ସମ୍ବର୍ଦ୍ଧନା କରାଯାଇଛି l ଏହି ସମ୍ବର୍ଦ୍ଧନା ଉତ୍ସବ ରେ +୨ ଓ +୩ ସମସ୍ତ ଆଧ୍ୟାପକ ଆଧ୍ୟାପିକା ଓ ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ଥିଲେ l ୧୯୯୬ ମସିହା ରୁ ଏହି ବିଦ୍ୟାଳୟ ରେ ବ୍ଲକ ଗ୍ରାଣ୍ଟ
Read More News
T & CPrivacy PolicyContact Us