Download Now Banner

This browser does not support the video element.

ପାଟଣାଗଡ: ବରପଦର ରେ ରାସ୍ତାରେ ଗଛ ପଡ଼ି ରାସ୍ତା ଅବରୋଧ ଯାତାୟତ ବନ୍ଦ

Patnagarh, Balangir | Sep 3, 2025
ପାଟଣାଗଡ଼-ଘସିଏନ ରାସ୍ତା ର ବରପଦର ଠାରେ ବୁଧବାର ଏକ ବିରାଟକାୟ ଗଛ ଉପୁଡି ରାସ୍ତା ଉପରେ ପଡ଼ି ଯାଇ ଥିଲା । ଯାହା ଦ୍ଵାରା ରାସ୍ତାରେ ଯାତାୟାତ ବନ୍ଦ ହୋଇ ଯାଇଥିଲା ।ଅଗ୍ନି ଶମ ବିଭାଗ ଆସି ମଧ୍ୟାହ୍ନରେ ଗଛ କାଟି ସଫା କରିବା ପରେ ଯାତାୟାତ ସ୍ବାଭାବିକ ହୋଇ ଥିଲା ।
Read More News
T & CPrivacy PolicyContact Us