Download Now Banner

This browser does not support the video element.

ଝାରସୁଗୁଡା: ଝାରସୁଗୁଡାରେ ଚକ୍ରଧରପୁର ଡିଆରଏମ ସହିତ ଏକ ସମୀକ୍ଷା ବୈଠକ କରିବା ସହ ବିଭିନ୍ନ ସ୍ଥାନ ପରିଦର୍ଶନ କଲେ ଝାରସୁଗୁଡା ବିଧାୟକ ଟଙ୍କଧର ତ୍ରିପାଠୀ

Jharsuguda, Jharsuguda | Sep 9, 2025
ଝାରସୁଗୁଡାରେ ଚକ୍ରଧରପୁର ଡିଆରଏମ ସହିତ ଏକ ସମୀକ୍ଷା ବୈଠକ କରିବା ସହ ବିଭିନ୍ନ ସ୍ଥାନ ପରିଦର୍ଶନ କଲେ ଝାରସୁଗୁଡା ବିଧାୟକ ଟଙ୍କଧର ତ୍ରିପାଠୀ l ଆଜି ମଙ୍ଗଳବାର ଅପରାହ୍ନ 3 ଟା ରୁ ୪ ଟା ଯାଏଁ ଅନୁଷ୍ଠିତ ଏହି ସମୀକ୍ଷା ବୈଠକ ଏବଂ ପରିଦର୍ଶନ ସମୟରେ ଝାରସୁଗୁଡା ବିଧାୟକ, ଚକ୍ରଧରପୁର ଡିଆରଏମ, ଝାରସୁଗୁଡା ଜିଲ୍ଲାପାଳ ପ୍ରମୁଖ ଉପସ୍ଥିତ ଥିଲେ l ଝାରସୁଗୁଡ଼ାର ମୁଖ୍ୟ ନାଲା ବ୍ୟବସ୍ଥା ଓ ଝାରସୁଗୁଡ଼ା ଗାନ୍ଧୀ ମୂର୍ତ୍ତୀ ରୁ ଝଣ୍ଡା ଛକ ପର୍ଯ୍ୟନ୍ତ ମୁଖ୍ୟ ସଡ଼କ ଉନ୍ନତି ପାଇଁ ସମଗ୍ରୀୟ ପରିକଳ୍ପନା ବିଷୟରେ ଆଲୋଚନା କରାଯାଇଛି l
Read More News
T & CPrivacy PolicyContact Us