Download Now Banner

This browser does not support the video element.

ନର୍ଲା: ନର୍ଲା ସ୍ଥିତ ତହସିଲ୍ କାର୍ଯ୍ୟ।ଳୟ ସାମ୍ନାରେ ଏକ ବାଇକ୍ କୁ ଏକ ଅଜଣା କାର୍ ଧକ୍କା ଦେଇ ଦୁର୍ଘଟଣା ଗ୍ରସ୍ତ କରିଥିବା ଘଟଣା ଦୁଇ ଆହତ

Narala, Kalahandi | Aug 23, 2025
ଆଜି ଶନିବାର ରାତ୍ର ସାତ ଘଣ୍ଟା ସମୟରେ ନର୍ଲା ଥାନା ଅନ୍ତର୍ଗତ ତହସିଲ ଅଫିସ୍ ସମ୍ମୁଖରେ ଏକ ମୋଟର ସାଇକେଲ କୁ ଅଜଣା କାର ଧକ୍କା ଦେଇ ଦୁର୍ଘଟଣା ଗ୍ରସ୍ତ କରିଥିଲା ଦୁର୍ଘଟଣାରେ ଦୁଇ ସ୍ୱାମୀ ସ୍ତ୍ରୀ ଗୁରୁତର ଆହତ ମେଡିକାଲ୍ ରେ ଭର୍ତ୍ତି ହୋଇଥିବା ସୂଚନା
Read More News
T & CPrivacy PolicyContact Us