Download Now Banner

This browser does not support the video element.

ଲାଞ୍ଜିଗଡ: ଲାଞ୍ଜିଗଡ଼ ଠାରେ ଆଞ୍ଚଳିକ ବିକାଶ ପରିଷଦ ଫକ୍ଷରୁ ବେଦାନ୍ତ କୁ କଞ୍ଚାମାଲ ଯୋଗାଇ ଦେବା ଦାବି ରେ ବିଶାଳ ଶୋଭାଯାତ୍ରା

Lanjigarh, Kalahandi | Aug 22, 2025
ଲାଞ୍ଜିଗଡ଼ସ୍ଥିତ ବେଦାନ୍ତ ଲିମିଟେଡ଼କୁ କଞ୍ଚାମାଲ ଯୋଗାଇଦେବା ଦାବିରେ ଆଜି ଲାଞ୍ଜିଗଡ଼ଠାରେ ଏକ ବିଶାଳ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଆଞ୍ଚଳିକ ବିକାଶ ପରିଷଦର ନେତୃତ୍ୱରେ ଆୟୋଜିତ ଏହି ଶୋଭାଯାତ୍ରାରେ ପ୍ରାୟ ଏକ ହଜାରରୁ ଉର୍ଦ୍ଧ୍ଵ ଜନସାଧାରଣ ସାମିଲ ହୋଇଥିଲେ। ଦୀର୍ଘ ୨୦ ବର୍ଷ ହେଲା କଳାହାଣ୍ଡି ଜିଲ୍ଲାର ଏକମାତ୍ର ବୃହତ ଶିଳ୍ପ ପ୍ରକଳ୍ପ ଭାବେ ଲାଞ୍ଜିଗଡ଼ଠାରେ ସ୍ଥାପିତ ହୋଇଛି ବେଦାନ୍ତ ଲିମିଟେଡ।
Read More News
T & CPrivacy PolicyContact Us