Download Now Banner

This browser does not support the video element.

ଫୁଲବାଣୀ ସହର: କୁଡୁକି ଛକ ନିକଟରେ ବାଇକ ଓ ସ୍କୁଟି ମଧ୍ୟରେ ମୁହାଁମୁହିଁ ଧକ୍କା; ୨ ଗୁରୁତର, ୩ ଜଣ ଆହତ

Phulabani Town, Kandhamal | May 29, 2024
ବୁଧବାର ସନ୍ଧ୍ୟା ୮ ଘଣ୍ଟିକା ସମୟରେ ଫିରିଙ୍ଗିଆ ବ୍ଳକ ଡିଣ୍ଡିରାଗାଁ ପଂଚାୟତ ଅନ୍ତର୍ଗତ କୁଡୁକି ଛକ ନିକଟରେ ଗୋଟିଏ ବାଇକ ଏବଂ ଗୋଟିଏ ସ୍କୁଟି ମଧ୍ୟରେ ମୁହାଁ ମୁହିଁ ଧକ୍କା ହେବା ଫଳରେ ଦୁଇ ଯୁବକ ଗୁରୁତର ହୋଇଥିବା ବେଳେ ଅନ୍ୟ ୩ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ଉଦ୍ଧାର କରି ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି ଫିରିଙ୍ଗିଆ ଅଗ୍ନିଶମ ବିଭାଗର କର୍ମଚାରୀ ମାନେ
Read More News
T & CPrivacy PolicyContact Us