Download Now Banner

This browser does not support the video element.

ଓରିଏଣ୍ଟ: ଲଇକେରା ବ୍ଲକ ର ବିଭିନ୍ନ ସ୍ଥାନରେ ଚଢାଉ କରି ବେଆଇନ ମଦ କାରବାର ରେ ସଂପୃକ୍ତ ଥିବା ୩ ଜଣ କୁ ଗିରଫ କରିଛି ଅବକାରୀ ବିଭାଗ

Orient, Jharsuguda | Aug 26, 2025
ଝାରସୁଗୁଡ଼ା ଜିଲ୍ଲା ଲଇକେରା ବ୍ଲକ ର ବିଭିନ୍ନ ସ୍ଥାନରେ ଚଢାଉ କରି ବେଆଇନ ମଦ କାରବାର ରେ ସଂପୃକ୍ତ ଥିବା ୩ ଜଣ କୁ ଗିରଫ କରିଛି ଅବକାରୀ ବିଭାଗ l ସୂଚନା ଅନୁସାରେ ଲଇକେରା ଅବକାରୀ ଥାନା ଅଧିକାରୀ ରତିକାନ୍ତ ବେହେରା ଓ ଅତିରିକ୍ତ ଥାନା ଅଧିକାରୀ ସରିତା ଦାସ ଙ୍କ ନେତୃତ୍ଵ ରେ ଏକ ଟିମ୍ ଲଇକେରା ବ୍ଲକ ର ସାହାସପୂର୍ , ନାଏକଡିହି ଓ ଜଳିବାହାଲ ଗ୍ରାମ ରେ ଚଢାଉ କରିବା ବେଳେ ବେଆଇନ ଭାବେ ବିକ୍ରି ପାଇଁ ଗଚ୍ଛିତ ଥିବା ୨୧ ଲିଟର ଦେଶୀ ରନ୍ଧା ମଦ ଜବତ କରିବା ସହ ୩ ଜଣ ଙ୍କୁ ଗିରଫ କରିଛି l
Read More News
T & CPrivacy PolicyContact Us