This browser does not support the video element.
କଣ୍ଟାମାଳ: ବ୍ଲକ ସମ୍ମିଳନୀ କକ୍ଷରେ ବ୍ଲକ ସ୍ତରୀୟ ଜନଶୁଣାଣି ଶିବିର ଅନୁଷ୍ଠିତ
Kantamal, Boudh (Bauda) | Aug 21, 2025
ବ୍ଲକ ସ୍ତରୀୟ ଜଣାଶୁଣାଣୀ ଶିବିର ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ସମ୍ମିଳନୀ କକ୍ଷରେ ମନରେଗା ଓ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାର ସାମାଜିକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇ ଯାଇଛି | ଏହି ସମୀକ୍ଷା ବୈଠକରେ ଉପଜିଲ୍ଲାପାଳ ବିନୟ କୁମାର ଭୋଇ, କଣ୍ଟାମାଳ ବିଡ଼ିଓ ସାମି ଜୟଶ୍ରୀ ରେଡ୍ଡୀ , ବ୍ଲକର ସମସ୍ତ ଯନ୍ତ୍ରୀ,କଣ୍ଟାମାଳ ବ୍ଳକର ସମସ୍ତ ପଞ୍ଚାୟତର ନିର୍ବାହୀ ଅଧିକାରୀ, ଗ୍ରାମ ରୋଜଗାର ସେବକ, ଗାଁ ସାଥି, ସ୍ବେଛାସେବୀ ଓ ଜନସାଧାରଣ ମାନେ ଅଂଶଗ୍ରହଣ କରିଥିଲେ | ଆର୍ଥିକ ବର୍ଷ ୨୦୨୪-୨୫ ରେ ହୋଇଥିବା ସମସ୍ତ ମନରେଗା କାର୍ଯ୍ୟର ସମୀକ୍ଷା କରିବା, ଜାତୀୟ ଖାଦ୍ୟ ସୁ