Download Now Banner

This browser does not support the video element.

ମୋହନା: ବାଲଙ୍କୁଆ ଗ୍ରାମରେ ଅଙ୍ଗନୱାଡି ଗୃହ ନାହିଁ, ବାରଣ୍ଡା ରେ ପାଠ ପଢ଼ା।

Mohana, Gajapati | Sep 22, 2025
ବାଲଙ୍କୁଆ ଗ୍ରାମରେ ଅଙ୍ଗନୱାଡି ଗୃହ ନାହିଁ, ବାରଣ୍ଡା ରେ ପାଠ ପଢ଼ା। ଗ୍ରାମରେ କିଛି ବର୍ଷ ପୂର୍ବରୁ ଅଙ୍ଗନବାଡି କେନ୍ଦ୍ର ନିର୍ମାଣ ପାଇଁ ବ୍ଲକ ପ୍ରଶାସନ ପକ୍ଷରୁ ଆର୍ଥିକ ଟଙ୍କା ମଞ୍ଜୁର କରାଯାଇଥିଲା। କିନ୍ତୁ ଠିକାଦାର ଅଧାପନ୍ତରିଆ ରେ ପଡ଼ି ରହିଛି। ଯାହା ଫଳରେ ଅଧୟନ କରୁଥିବା ଛାତ୍ର ଛାତ୍ରୀ ଙ୍କ ସହ ଅଙ୍ଗନବାଡି ଦିଦି ନାହିଁ ନଥିବା ଅସୁବିଧାର ସମୁଖୀନ ହେଉଛନ୍ତି। ଯାହାକୁ ନେଇ ଆଜି ଦିନ ୧୨ ଘଣ୍ଟ ସମୟରେ ଦେଖୁବାକୁ ମିଳିଥିଲା
Read More News
T & CPrivacy PolicyContact Us