Download Now Banner

This browser does not support the video element.

ସମ୍ବଲପୁର ମ୍ୟୁନିସିପାଲଟି: ହୀରାକୁଦ ଡ଼ାଇକ ଉପରେ ସଡ଼କ ଦୁର୍ଘଟଣା, ଜଣେ ଆହତ

Sambalpur M, Sambalpur | Aug 21, 2025
ହୀରାକୁଦ ଡ଼ାଇକ ଉପରେ ସଡ଼କ ଦୁର୍ଘଟଣା, ଜଣେ ଗୁରୁତର ଆହତ l ମିଳିଥିବା ସୂଚନା ଅନୁସାରେ ଆଜି ପ୍ରାୟ 4.30 ସମୟରେ ଜଣେ ଯୁବକ ଡ଼ାଇକ ରାସ୍ତାରୁ ଅଇଁଠାପାଲି ଅଞ୍ଚଳ ଆଡକୁ ଆସୁଥିବା ସମୟରେ ଡ଼ାଇକ ନିକଟରେ ସଡ଼କ ଦୁର୍ଘଟଣା ର ଶିକାର ହୋଇଥିଲେ l ଦୁର୍ଘଟଣା ରେ ଡ଼ାଇକ ତଳକୁ ଖସି ପଡ଼ିଥିଲେ l ରାସ୍ତାରେ ଯାଉଥିବା କିଛି ଲୋକ ତାଙ୍କୁ ଉଦ୍ଧାର କରି ମେଡିକାଲ ପଠାଇଥିଲେ l ସେପଟେ ଘଟଣାର ତଦନ୍ତ ଶାସନ ପୋଲିସ କରୁଥିବା ନେଇ ସୂଚନା ମିଳିଛି l
Read More News
T & CPrivacy PolicyContact Us