Download Now Banner

This browser does not support the video element.

କଟକ ପୌରାଞ୍ଚଳ: ଚନ୍ଦକାରୁ ୩୦ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ ସହ ଜଣଙ୍କୁ ଗିରଫ କରିଛି କଟକ କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ

Cuttack M Corp PS, Cuttack | Sep 9, 2025
ଚନ୍ଦକା ଅଞ୍ଚଳରୁ ୩୦ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ କରିବା ସହ ଜଣଙ୍କୁ ଗିରଫ କରିଛି କଟକ କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ। ଗିରଫ ବେପାରୀ ଜଣକ ହେଲା ସରୋଜ ପରିଡ଼ା। ତା ନିକଟରୁ 292 ଗ୍ରାମ ବ୍ରାଉନ ସୁଗାର ଜବତ ସହ ଗୋଟିଏ ବାଇକ ମଧ୍ୟ ଜବତ କରାଯାଇଛି। ବୁଧବାର ଅପରାହ୍ନ ୪.୩୦ ମିନିଟ ସମୟରେ ଏହି ବ୍ରାଉନ ସୁଗାର ଜବତ କରାଯାଇଥିଲା। ତେବେ ବେପାରୀକୁ କୋର୍ଟ ଚାଲାଣ କରାଯାଇଛି।
Read More News
T & CPrivacy PolicyContact Us