This browser does not support the video element.
ଯାଜପୁର: ବ୍ୟାସନଗର ସହରରେ ଲଘୁଚାପ ଜନିତ ବର୍ଷା ଆରମ୍ଭ,ଗରମରୁ ମୁକ୍ତି ପାଇଲେ ସହରବାସୀ
Jajapur, Jajpur | Sep 13, 2025
ବ୍ୟାସନଗର ସହରରେ ଲଘୁଚାପ ଜନିତ ବର୍ଷା ଆରମ୍ଭ,ଗରମରୁ ମୁକ୍ତି ପାଇଲେ ସହରବାସୀ l ପ୍ରକାଶ ଯୋଗ୍ୟ ଗତ କିଛିଦିନ ହେବ ଜିଲ୍ଲାରେ ଅତ୍ୟଧିକ ଖରା ଯୋଗୁ ସାଧାରଣ ଲୋକେ କୌଣସି କାର୍ଯ୍ୟ କରିବାକୁ କଷ୍ଟ ଅନୁଭବ କରୁଥିଲେ l ସେପଟେ ଲଘୁଚାପ ଯୋଗୁ ବ୍ୟାସନଗର ସହର ରେ ବର୍ଷା ଆରମ୍ଭ ହେଇଛି l ସେପଟେ ସହରରେ ଆଜି ବର୍ଷା ଲୋକେ ଗରମରୁ ଆସୋସ୍ଥି ପାଇଛନ୍ତି l