This browser does not support the video element.
କେନ୍ଦୁଝର ସହର: ସୁଲଗୁଡ଼ା ଖମାର ନିକଟରେ ଦେଖାଗଲେ ହାତୀପଲ
Kendujhar Town, Kendujhar | Aug 30, 2025
କେନ୍ଦୁଝର ଜିଲ୍ଲା ତଥା ବନଖଣ୍ଡ ଅନ୍ତର୍ଗତ ଚମ୍ପୁଆ ରେଞ୍ଜ ଅଧିନସ୍ଥ ବାଲିବନ୍ଧ ସେକ୍ସନର ସୁଲଗୁଡ଼ା ଖମାର ନିକଟରେ ଆଜି ଦେଖା ଯାଇଛନ୍ତି ହାତୀପଲ । ନିକଟସ୍ଥ ବିଲରେ ଏହି ହାତୀପଲ ଚରୁଥିବା ବେଳେ ସ୍ଥାନୀୟ ଲୋକେ ଆତଙ୍କିତ ଅବସ୍ଥାରେ ରହିଛନ୍ତି। ଅନ୍ୟ ପକ୍ଷରେ ବନ ବିଭାଗ ହାତୀଙ୍କ ଉପରେ ନଜର ରଖିଥିବା ସୂଚନା ରହିଛି।