This browser does not support the video element.
ଉଲୁଣ୍ଡା: ପିପିଲିକାନି ସ୍ଥିତ ନାରାୟଣୀ ମନ୍ଦିର ପରିସରରେ ସୁନ୍ଦରାକାଣ୍ଡ ପାରାୟଣ , ଯୋଗଦେଲେ ହଜାର ହଜାର ଶ୍ରଦ୍ଧାଳୁ
Ulunda, Subarnapur (Sonepur) | Jan 1, 2025
ପିପିଲିକାନି ସ୍ଥିତ ନାରାୟଣୀ ମନ୍ଦିର ପରିସରରେ ଆଜି ସୁନ୍ଦରାକାଣ୍ଡ ପାରାୟଣ ଅପରାହ୍ନ 2ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଯାଇଛି l ପପିଲିକାନି ଗ୍ରାମବାସିଙ୍କ ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି ପାରାୟଣକୁ ବ୍ୟାସ ଭାବରେ ଶ୍ୟାମ ସୁନ୍ଦର ମିଶ୍ର ଯୋଗଦେଇ ସୁନ୍ଦରାକାଣ୍ଡ ସଂଗୀତ ମୟ ପାରାୟଣ କରିଥିଲେ l ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ହଜାର ହଜାର ଶ୍ରଦ୍ଧାଳୁ ଯୋଗଦେଇ ଆଧ୍ୟାତ୍ମିକ ଲାଭ ଉଠାଇଥିବ ଦେଖିବାକୁ ମିଳିଛି l