Download Now Banner

This browser does not support the video element.

କେନ୍ଦ୍ରାପଡା: ବନ୍ଧୁକଧାରୀ ଯୁବକଙ୍କ ଦୈ।ରାତ୍ମ୍ୟ,ରାଜନଗର ବ୍ଲକ ଗୁପ୍ତିଠାରେ ଜଣଅଜଣା ଯୁବକ ବନ୍ଧୁକ ଧରି ଯୋରରେ ବଙ୍ଗଳା ଭାଷାରେ ଗାଳିଗୁଲଜ କରୁଥିବା ଅଭିଯୋଗ

Kendrapara, Kendrapara | Aug 30, 2025
ବନ୍ଧୁକଧାରୀ ଯୁବକ ଙ୍କ ଦୈ।ରାତ୍ମ୍ୟ l ରାଜନଗର ବ୍ଲକ ଗୁପ୍ତିଠାରେ ଜଣେ ଅଜଣା ଯୁବକ ଏକ ବନ୍ଧୁକ ଧରି ଯୋରରେ ବଙ୍ଗଳା ଭାଷାରେ ଗାଳିଗୁଲଜ କରୁଥିବା ଦେଖିବାକୁ ମିଳିଛି। ଯୁବକଟି ମଦ୍ୟପାନ କରିଥିବାରୁ ଓ ବନ୍ଧୁକ ଧରି ଥିବାରୁ ଲୋକମାନେ ଭୟଭୀତ ହୋଇ ଯାଇଥିଲେ। ଯୁବକଟି ବିଷୟରେ ସ୍ଥାନୀୟ ଲୋକମାନେ କିଛି କହିପାରୁ ନାହାଁନ୍ତି।
Read More News
T & CPrivacy PolicyContact Us