Install App
ganesh35991
This browser does not support the video element.
କବିସୂର୍ଯ୍ୟନଗର: କବିସୂର୍ଯ୍ୟନଗର ବ୍ଲକ ଅନ୍ତର୍ଗତ କନିଆରୀ ଗ୍ରାମପଞ୍ଚାୟତ କାର୍ଯ୍ୟଳୟ ପରିସରରେ ପଞ୍ଚାୟତ ସ୍ତରୀୟ ଜନଶୁଣାଣୀ ଶିବିର ଅନୁଷ୍ଠିତ
Kabisuryanagar, Ganjam | Sep 22, 2025
କବିସୂର୍ଯ୍ୟନଗର ବ୍ଲକ ଅନ୍ତର୍ଗତ କନିଆରୀ ଗ୍ରାମ ପଞ୍ଚାୟତ କାର୍ଯ୍ୟଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି ପଞ୍ଚାୟତ ସ୍ତରୀୟ ଜନ ଅଭିଯୋଗ ଶୁଣାଣି ଶିବିର. ଲୋକଙ୍କ ସରକାର ଙ୍କ ନୁଆଁ ନିୟମ, ଲୋକଙ୍କ ସମସ୍ୟା କୁ ନେଇ ଆସିବେନି ପଞ୍ଚାୟତ କାର୍ଯ୍ୟଳୟ। ନିଜ ପଞ୍ଚାୟତ ରେ ଅଭିଯୋଗ ଶୁଣିବେ ବିଭିନ୍ନ ଅଧିକାରୀ. ଯାହାକୁ ନେଇ ଆଜି କନିଆରୀ ପଞ୍ଚାୟତ କାର୍ଯ୍ୟଳୟ ପରିସରରେ ଅଭିଯୋଗ ଶୁଣିଛନ୍ତି ଅଧିକାରୀ।
Share
Read More News
T & C
Privacy Policy
Contact Us
Your browser does not support JavaScript!