Install App
shantanupanda7
This browser does not support the video element.
ବଡସାହି: ସୁରେଇଡ଼ିହି ଏବଂ ଝାଡଜାମଦାରେ ଚଢାଉକରି ଚୋରା ଦେଶିମଦ ଜବତ ଘଟଣାରେ ଦୁଇଜଣଙ୍କୁ କୋର୍ଟଚାଲାଣକଲା ଅବକାରୀ ବିଭାଗର ସାଟେଲାଇଟ ଟିମ
Barsahi, Mayurbhanj | Aug 25, 2025
ଜଳେଶ୍ଵରସ୍ଥିତ ଅବକାରୀ ବିଭାଗର ସାଟେଲାଇଟ ଟିମପକ୍ଷରୁ ବେତନଟୀଥାନା ଅଧୀନ ସୁରେଇଡିହି ଏବଂ ଝାଡଜାମଦା ଠାରେ ପୃଥକଭାବେ ଚଢାଉକରି ଚୋରା ଦେଶମଦ ଜବତ କରିବା ସହିତ ଦୁଇଜଣଙ୍କୁ ଗିରଫକରି ସୋମବାର ଅପରାହ୍ନ ୫ଟାରେ କୋର୍ଟଚାଲାଣ କରାଯାଇଛି । ଗିରଫ ଅଭିଯୁକ୍ତ ମାନେ ହେଉଛନ୍ତି ସୁରେଇଡିହି ଗ୍ରାମର ଦିଲ୍ଲୀପ ମାର୍ଣ୍ଡି ନିକଟରୁ ୧୪ ଲିଟର ଏବଂ ଝାଡଜାମଦା ଗ୍ରାମର ଜୁଲି ବିନ୍ଧାଣୀ ନିକଟରୁ ୧୩ଲିଟର ଚୋରା ଦେଶମଦ ଜବତ କରାଯାଇଥିଲା l
Share
Read More News
T & C
Privacy Policy
Contact Us
Your browser does not support JavaScript!