Download Now Banner

This browser does not support the video element.

ମୋରଡା: ଠେଙ୍ଗାତାଣ୍ଡି ବାଲିଘାଟରେ ଚଢାଉକରି ୬ଗୋଟି ଚୋରା ବାଲିବୋଝେଇ ଟ୍ରାକ୍ଟର ଜବତକରି ମାମଲା ରୁଜୁକଲା ମୋରଡା ପୁଲିସ

Muruda, Mayurbhanj | Sep 10, 2025
ମୋରଡା ଥାନା ଅଧୀନ ଠେଙ୍ଗାତାଣ୍ଡି ବାଲିଘାଟରେ ଚଢାଉକରି ବୁଧବାର ରାତି ଦଶଟାରେ ୬ଟି ଚୋରା ବାଲି ବୋଝେଇ ଟ୍ରାକ୍ଟର ଜବତକରି ଥାନାକୁ ଆଣିଲା ମୋରଡା ପୁଲିସ l ମୋରଡା ଥାନା ଅଧୀନ ଠେଙ୍ଗାତାଣ୍ଡି ବାଲିଘାଟରୁ ବେଆଇନ ବାଲି ଉତ୍ତୋଳନ ଓ ଚୋରା ଚାଲାଣ କରାଯାଉଥିବାର ଖବରପାଇ ମୋରଡା ଥାନାଅଧିକାରୀ ସୁମିତ କୁମାର ସୋରେନ ସଦଳବଳେ ବୁଧବାର ରାତିରେ ଅତର୍କିତ ଚଢାଉ କରିଥିଲେ l ଚଢ଼ାଉ ସମୟରେ ବାଲି ମାଫିଆମାନେ ଟ୍ରାକ୍ଟର ଛାଡ଼ି ଚମ୍ପଟ ମାରିଥିଲେ l
Read More News
T & CPrivacy PolicyContact Us