This browser does not support the video element.
ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ଧଉଳି ଥାନା ଦୟାନଦୀ ବ୍ରିଜ ଉପରେ ମର୍ମନ୍ତୁତ ସଡ଼କ ଦୁର୍ଘଟଣା, ବଡ଼ିବିଲଡର ଙ୍କ ମୃତ୍ୟୁ
Bhubaneswar M Corp, Khordha | Aug 27, 2025
ଧଉଳି ଥାନା ଦୟାନଦୀ ବ୍ରିଜ ଉପରେ ମର୍ମନ୍ତୁତ ସଡ଼କ ଦୁର୍ଘଟଣା, ବଡ଼ିବିଲଡର ଙ୍କ ମୃତ୍ୟୁ | ଦୟାନଦୀ ବ୍ରିଜ ଉପରେ ମର୍ମନ୍ତୁତ ସଡ଼କ ଦୁର୍ଘଟଣା | ଷଣ୍ଢକୁ ଧକ୍କା ଦେଇ ବଡିବିଲଡର ଙ୍କ ମୃତୁ। ମୃତ୍ୟୁବରଣ କରିଥିବା ବଡ଼ିବିଲଡର ଜଣକ ହେଉଛନ୍ତି ଭୁବନେଶ୍ୱର ଉପକଣ୍ଠ ନୂଆଗାଁ ଅଞ୍ଚଳର ସନ୍ତୋଷ କୁମାର ବଡ଼ଜେନା। ବାଇକ୍ ଯୋଗେ ନିଜ ଘରକୁ ଫେରୁଥିବା ସମୟରେ ଏକ ଷଣ୍ଢ ସହ ଦୃଘଟଣା ଘଟିଥିଲା ଫଳରେ ମୃତୁ ହେଇଛି। ମୃତ ଦେହ ଜବତ କରି ଆଜି 9.45ରେ ସବ ବ୍ୟବଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇଛି ପୋଲିସ | ସନ୍ତୋଷ ଙ୍କ ଅକାଳ ମୃତ୍ୟୁ ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି |