This browser does not support the video element.
ଢେଙ୍କାନାଳ ସଦର: ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୨୭ ତମ ତିରୋଧାନ ଦିବସ ଜେଲ ପୋଖରୀ ଠାରେ ପାଳିତ
Dhenkanal Sadar, Dhenkanal | Apr 17, 2024
ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୨୭ତମ ତିରୋଧାନ ଦିବସ ବୁଧବାର ପାଳିତ ହୋଇଛି। ଏହି ଅବସରରେ ଜେଲ ପୋଖରୀ ଠାରେ ତିଲତର୍ପଣ କରା ଯାଇଥିଲା। ପରେ ଏକ ବିଶାଳ ପଦଯାତ୍ରାରେ ଆସି ରଥାଗଡାସ୍ଥିତ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ଅର୍ପଣ କରି ନୀରବ ପ୍ରାର୍ଥନା ଏବଂ ଶପଥ ପାଠ କରାଯାଇଥିଲା।