This browser does not support the video element.
ଏରସମା: ଢ଼ିଙ୍କିଆ ନୂଆଗାଁରେ ମାମୁ ଜେଜେ ବିକିଥିବା ଠାକୁରଙ୍କୁ ଜମିକୁ ଜବର ଦଖଲ କରୁଛି ନାତି , ଅନଶନରେ ବସିଲେ ଗ୍ରାମବାସୀ।
Ersama, Jagatsinghpur | Mar 8, 2024
ଢ଼ିଙ୍କିୟା ନୂଆଗାଁ ରେ କୁବୁଜି ମଠ କୁ ଦୀର୍ଘ ଦିନ ତଳେ ଜମି ବିକିଥିବା ଗୋପୀ ନାୟକ ଓ ଅରକ୍ଷିତ ନାମକ ବ୍ୟକ୍ତି ଏବେ ସେ ଆର ପାରିରେ ଥିବା ବେଳେ ଏବେ ତାଙ୍କର ନାତି ଠାକୁରଙ୍କୁ ଦିଆଯାଇ ଥିବା ଜମିକୁ ଜବର ଦଖଲ କରି ସେହି ଜାଗାରେ ଘର ତିଆରି କରିବାରେ ବ୍ୟସ୍ତ l ଏଥିରେ ଢ଼ିଙ୍କିୟା ନୂଆଗାଁ ଗ୍ରାମ ବାସି ପ୍ରତିରୋଧ କରିବାରେ ନାଲି ଆଖି ଦେଖାଉ ଛନ୍ତି ତାଙ୍କ ନାତି l ଏଥିନେଇ ଗ୍ରାମର ତିନିଶହରୁ ଉର୍ଦ୍ଧ ପରିବାର ସମସ୍ତେ ମିଳିତ ଭାବେ ବିରୋଧ କରିବାରୁ କାହାରି କଥା ନ ଶୁଣି ଲୋକଙ୍କ ଆଢୁଆଳ ରେ ରାତାରାତି ଘର ତିଆରି କରିବାରେ ଲାଗି ପଡିଛନ୍ତି l ଏନେଇ ଆଜି ଅନଶନରେ ବସିଛନ୍ତି ଗ୍ରାମବାସୀ