Download Now Banner

This browser does not support the video element.

ନବରଙ୍ଗପୁର ପୋଲିସ ଷ୍ଟେସନ: ସହର ସ୍ଥିତ ବିଧାୟକଙ୍କ ବାସଭଵନରେ ବିଜେପିର ମିଶ୍ରଣ ପର୍ବ ଅନୁଷ୍ଠିତ

Nabarangapur PS, Nabarangpur | Aug 25, 2025
ନବରଙ୍ଗପୁର ବିଧାୟକ ଶ୍ରୀ ଗୌରୀଶଙ୍କର ମାଝି ଙ୍କ ଆବାସିକ କାର୍ଯ୍ୟାଳୟ ଠାରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା।ଏହି ମିଶ୍ରଣ ପର୍ବରେ, ବିଧାୟକ ଶ୍ରୀ ମାଝି ଙ୍କ କାର୍ଯ୍ୟ କୁଶଳତା, ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ମାଝି ଙ୍କ ଜନହିତକର କାର୍ଯ୍ୟ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଙ୍କ ଦୁରଦୃଷ୍ଟି ସମ୍ପନ କାର୍ଯ୍ୟକ୍ରମ ଓ ଭାରତୀୟ ଜନତା ପାର୍ଟିର ନିତି, ନୈତିକତା,ଓ ଆଦର୍ଶରେ ଅନୁପ୍ରାଣିତ ହୋଇ କୋଷାଗୁମୁଣ୍ଡା(ରାଜୋଡା ମଣ୍ଡଳ),ଭାମନି ଓ ସାନ ଆମ୍ବଡା ଗ୍ରାମ ପଞ୍ଚାୟତର,ବି.ଜେ.ଡି ଓ କଂଗ୍ରେସ ଦଳ ତ୍ୟାଗ କରି ବିଜେପିରେ ଯୋଗଦେଇଛନ୍ତି
Read More News
T & CPrivacy PolicyContact Us