Install App
naikdhaga
This browser does not support the video element.
ଜୁନାଗଡ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ମାଁ ପ୍ରତି ଅଶାଳୀନ ମନ୍ତବ୍ୟ ବିରୋଧରେ ଗୋଲାମୁଣ୍ଡା ବ୍ଲକ ଠାରେ ବିଜେପି ର ପ୍ରତିବାଦ ।
Junagarh, Kalahandi | Sep 1, 2025
ଗୋଲାମୁଣ୍ଡା ବ୍ଲକ ବିଜେପି ପକ୍ଷରୁ ଗୋଲାମୁଣ୍ଡା ବ୍ଲକ କାର୍ଯ୍ୟାଳୟ ନିକଟରେ ସୋମବାର ଅପରାହ୍ନ ୫ ଟା ରେ ରାହୁଲ ଗାନ୍ଧୀ ଙ୍କ ବିରୋଧରେ କୁଶପୁତ୍ତଳିକା ଦାହ କରିବା ସହ କଡା ନିନ୍ଦା କରିଛନ୍ତି ।ଏଭଲି ଅଶାଳୀନ ମନ୍ତବ୍ୟ ରୁ କଂଗ୍ରେସ ନିବୃତ ରହୁ ,ନଚେତ ଆଗାମୀ ଦିନରେ ଦେଶ ରେ ଲୋକେ ରାହୁଲ ଗାନ୍ଧୀ ଙ୍କୁ ଘୃଣା କରିବେ ବୋଲି କହିଛନ୍ତି।
Share
Read More News
T & C
Privacy Policy
Contact Us
Your browser does not support JavaScript!