Download Now Banner

This browser does not support the video element.

ଯାଜପୁର: ଯାଜପୁର ରୋଡ ଥାନା ବସଷ୍ଟାଣ୍ଡ ଛକରେ ଭାରସାମ୍ୟ ହରାଇ ବାଇକ ରୁ ପଡି ଦୁଇଜଣ ଗୁରୁତର,ଚିକିତ୍ସା ପାଇଁ ଯାଜପୁର ରୋଡ଼ ସ୍ୱାସ୍ଥ୍ୟକେନ୍ଦ୍ର ଭର୍ତ୍ତି

Jajapur, Jajpur | Sep 4, 2025
ଯାଜପୁର ରୋଡ ଥାନା ବସଷ୍ଟାଣ୍ଡ ଛକରେ ଭାରସାମ୍ୟ ହରାଇ ବାଇକ ରୁ ପଡି ଦୁଇଜଣ ଗୁରୁତର,ଚିକିତ୍ସା ପାଇଁ ଯାଜପୁର ରୋଡ଼ ସ୍ୱାସ୍ଥ୍ୟକେନ୍ଦ୍ର ଭର୍ତ୍ତି l ଦୁଇଜଣ ଯୁବକ ବାଇକରେ ଆସୁଥିଲେ l ହଠାତ ବସଷ୍ଟାଣ୍ଡ ନିକଟରେ କୌଣସି କାରଣରୁ ବାଇକ ଚାଳକ ଭାରସାମ୍ୟ ହରାଇ ଖୋପାଡ଼ି ହେଇ ପଡ଼ିଥିଲେ l ଦୁର୍ଘଟଣା ଫଳରେ ବାଇକ ଚାଳକ ଓ ପଛରେ ବସିଥିବା ଯୁବକ ଖୋପାଡ଼ି ହେଇ ପଡି ଆହତ ହେଇଥିଲେ l ଦୁର୍ଘଟଣା ଖବର ପାଇ ସ୍ଥାନୀୟ ଲୋକେ ଘଟଣା ସ୍ଥଳରେ ପହଂଚି ଆହତ ଦୁଇଜଣ ଯୁବକଙ୍କୁ ଚିକିତ୍ସା ପାଇଁ ଯାଜପୁର ରୋଡ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇ ଆସିଥିଲେ l
Read More News
T & CPrivacy PolicyContact Us