Download Now Banner

This browser does not support the video element.

କଟକ ପୌରାଞ୍ଚଳ: ତିଗିରିଆ ଅଞ୍ଚଳର ଦୁର୍ଦ୍ଦାନ୍ତ ଅପରାଧୀ ସରୁଆକୁ ଗିରଫ କରିଛି ତିଗିରିଆ ଥାନା ପୋଲିସ

Cuttack M Corp PS, Cuttack | Sep 9, 2025
କଟକ ଜିଲ୍ଲା ତିଗିରିଆ ଥାନା ଅଂଚଳର ଦୁର୍ଦ୍ଦାନ୍ତ ଅପରାଧୀ ନୂଆପାଟଣା ବନମାଳୀପୁର ବାସିନ୍ଦା ମହେନ୍ଦ୍ର ଜେନା ଓରଫ୍ ସରୁଆକୁ ଗିରଫ କରିଛି ତିଗିରିଆ ଥାନା ପୋଲିସ। ଦାଦାବଟି ଆଦାୟ ମାମଲାରେ ପୋଲିସ ସରୁଆକୁ ଗିରଫ କରିଛି। ମଙ୍ଗଳବାର ସନ୍ଧ୍ୟା ୫.୩୦ ମିନିଟ ସମୟରେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି। ତିଗିରିଆ ଥାନା ସମେତ ବିଭିନ୍ନ ଥାନାରେ ତା ନାଁରେ ଅପରାଧିକ ମାମଲା ରହିଛି ବୋଲି ସୂଚନା ମିଳିଛି।
Read More News
T & CPrivacy PolicyContact Us