Download Now Banner

This browser does not support the video element.

ଆସିକା: ହରିହର ଉଚ୍ଚ ବିଦ୍ୟାଳୟ ପରିସରରେ ମିଳିତ ପ୍ରାଥମିକ ଶିକ୍ଷକ ସଙ୍ଘ ପକ୍ଷରୁ ଗୁରୁପୂଜନ ଉତ୍ସବ ଅନୁଷ୍ଠିତ

Asika, Ganjam | Sep 5, 2025
ଗଞ୍ଜାମ ଜିଲ୍ଲା ଆସିକା ଏନଏସି ସ୍ଥିତ ହରିହର ଉଚ୍ଚ ବିଦ୍ୟାଳୟ ପରିସରରେ ଆସିକା ମିଳିତ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ବ୍ଲକ୍ ସ୍ତରୀୟ ଗୁରୁ ପୂଜନ ମହା ସମାରୋହରେ ପାଳିତ ହୋଇଯାଇଛି । ସଙ୍ଘ ସଭାପତି ସନ୍ତୋଷ କୁମାର ସେଠୀ ଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଆସିକାର ବିଧାୟକ ସରୋଜ ପାଢ଼ୀ, ସନମାନୀତ ଅତିଥି ଭାବେ ମିହିର କାନ୍ତ ମହାପାତ୍ର, ଜୟରାମ ନାୟକ ,ମୁଖ୍ୟବକ୍ତା ଭାବେ ଅବସର ପ୍ରାପ୍ତ ଶିକ୍ଷକ ହାଡୁବନ୍ଧୁ ମହାରଣା ଯୋଗ ଦେଇଥିଲେ ।
Read More News
T & CPrivacy PolicyContact Us