This browser does not support the video element.
ଲାଞ୍ଜିଗଡ: ଭୁର୍ଟିଗଡ ଠାରେ ଲୋକଙ୍କ ସମସ୍ୟା ଶୁଣିଲେ ଲାଞ୍ଜିଗଡ ବିଧାୟକ।
Lanjigarh, Kalahandi | Sep 6, 2025
ଆଜି ଲାଞ୍ଜିଗଡ଼ ବ୍ଲକର ଦୁର୍ଗମ ଭୁର୍ଟିଗଡ଼ ପଞ୍ଚାୟତ ଗସ୍ତ କରିବା ସହିତ ଏକ ଜନଶୁଣାଣି କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିଶାରୀ।ଶ୍ରୀ ବିଧାୟକ ସ୍ଥାନୀୟ ହାଇସ୍କୁଲ ପରିଦର୍ଶନ କରି ସ୍କୁଲର ବିଭିନ୍ନ ସମସ୍ୟା ସମ୍ପର୍କରେ ଶିକ୍ଷକ ଶିକ୍ଷୟିତ୍ରୀ,ସ୍କୁଲ ପରିଚାଳନା କମିଟି ଓ ଅଭିଭାବକମାନଙ୍କ ସହିତ ଆଲୋଚନା କରିଥିଲେ। ଏହି ଅବସରରେ ସ୍କୁଲର ପାନୀୟ ଜଳ ସମସ୍ୟା,ହଷ୍ଟେଲ ସମସ୍ୟା ଓ ନୂତନ ରୋଷେଇ ଗୃହ ସମ୍ପର୍କରେ ବିଧାୟକଙ୍କୁ ଅବଗତ କରାଯାଇଥିଲ