Download Now Banner

This browser does not support the video element.

ପାଟଣାଗଡ: ରାଜଖମାର ରେ ସେବାପକ୍ଷ ପାଇଁ ବିଜେପି ର ବିଧାନସଭା ସ୍ତରୀୟ ସଂଙ୍ଗଠନିକ କର୍ମ ଶାଳା ଅନୁଷ୍ଠିତ

Patnagarh, Balangir | Sep 13, 2025
ସ୍ଥାନୀୟ ରାଜଖମାର ରେ ବିଜେପି ପକ୍ଷରୁ ସେବାପକ୍ଷ ପାଇଁ ଶନିବାର ଅପରାହ୍ନ ରେ ବିଧାନସଭା ସ୍ତରୀୟ ସଂଙ୍ଗଠନିକ କର୍ମ ଶାଳା ଅନୁଷ୍ଠିତ ହୋଇ ଯାଇଛି ।ଏଥିରେ ସ୍ଥାନୀୟ ବିଧାୟକ ତଥା ଉପ ମୁଖ୍ୟମନ୍ତ୍ରୀ ଶ୍ରୀ କନକବର୍ଦ୍ଧନ ସିଂ ଦେଓ ଲୋକ ସଭା ସାଂସଦ ସଙ୍ଗିତା କୁମାରୀ ସିଂ ଦେଓ ଯୋଗ ଦେଇ ଥିଲେ ।
Read More News
T & CPrivacy PolicyContact Us