Download Now Banner

This browser does not support the video element.

ଖରିଆର: ଡୁଆଝର ପଞ୍ଚାୟତରେ ଅଭିଯୋଗ ଶୁଣାଣି ଶିବିର ତଥା ଗାଁରେ ପ୍ରଶାସନ କାର୍ଯ୍ୟକ୍ରମ ଅନୁଷ୍ଠିତ

Khariar, Nuapada | Sep 8, 2025
ଖଡ଼ିଆଳ ବ୍ଲକ ଅନ୍ତର୍ଗତ ଡୁଆଝର ପଞ୍ଚାୟତ ଠାରେ ଅଭିଯୋଗ ଶୁଣାଣି ଶିବିର ତଥା ଗାଁରେ ପ୍ରଶାସନ କାର୍ଯ୍ୟକ୍ରମ ଆଜି ୧ ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଏବିଡ଼ିଓ ଖିତିସୂତା ବାଗ, ଜିପିଇଓ ଯଦୁମଣି ନାଏକ, ଯୋଗାଣ ଅଧିକାରୀ ପୂର୍ଣ୍ଣାସା ଭୋଇ, ବ୍ଲକ ସମ୍ପ୍ରସାରଣ ଅଧିକାରୀ କୁମର ମାଝୀ, ସରପଞ୍ଚ ଜିତୁ କୁମ୍ଭାର ପ୍ରମୁଖ ଯୋଗଦେଇ ୨୦ ରୁ ଅଧିକ ଅଭିଯୋଗ ସବୁର ଶୁଣାଣି କରିଥିଲେ। ଏଥିରେ ପଞ୍ଚାୟତର ନିର୍ବାଚିତ ଜନ ପ୍ରତିନିଧି, ପୁରୁଷ ମହିଳା, ବୁଦ୍ଧିଜୀବୀ ଉପସ୍ଥିତ ଥିଲେ।
Read More News
T & CPrivacy PolicyContact Us