This browser does not support the video element.
ବିଞ୍ଝାରପୁର: ଦଶରଥପୁର ବ୍ଲକର ଅଂଚଳର ବିଭିନ୍ନ ମଣ୍ଡପରେ ମା ଦୁର୍ଗାଙ୍କ ମହାଷ୍ଟମୀ ପୂଜା ଆରମ୍ଭ,ମା ଦର୍ଶନ କରି ଆଶିଷ ଲାଭ କରୁଛନ୍ତି ଭକ୍ତ
Binjharpur, Jajpur | Sep 30, 2025
ଦଶରଥପୁର ବ୍ଲକର ଅଂଚଳର ବିଭିନ୍ନ ମଣ୍ଡପରେ ମା ଦୁର୍ଗାଙ୍କ ମହାଷ୍ଟମୀ ପୂଜା ଆରମ୍ଭ,ମା ଦର୍ଶନ କରି ଆଶିଷ ଲାଭ କରୁଛନ୍ତି ଭକ୍ତ l ଆଜି ପ୍ରତେକ ପୂଜା ମଣ୍ଡପରେ ଆରମ୍ଭ ହେଇଛି ମା ଦୁର୍ଗାଙ୍କ ମହାଷ୍ଟମୀ ପୂଜା l ଏହି ପରିପକ୍ଷରେ ଆଜି ଯାଜପୁର ଓ ଦଶରଥପୁର ବ୍ଲକର ବିଭିନ୍ନ ପୂଜା ମଣ୍ଡପରେ ମା ଦୁର୍ଗାଙ୍କ ସନ୍ଧି ପୂଜା ଅନୁଷ୍ଠିତ ହେଇଯାଇଛି l ଏଥସହିତ ରୀତିନୀତି ଅନୁଯାୟୀ ପୂଜକ ମାନେ ମହାଷ୍ଟମୀ ପୂଜା ଆରମ୍ଭ କରିଛନ୍ତି l ସେପଟେ ଆଜି ମା ଦୁର୍ଗାଙ୍କ ମହାଷ୍ଟମୀ ପୂଜା ଥିବାରୁ ଭକ୍ତ ମାନେ ପ୍ରତେକ ମଣ୍ଡପକୁ ଯାଇ ପୂଜାର୍ଚନା କରିବା ସହିତ ଆଶିଷ ଲାଭ କରୁଛନ୍ତି l