Download Now Banner

This browser does not support the video element.

ସୁନ୍ଦରଗଡ ସହର: ସୁନ୍ଦରଗଡ ଶଙ୍କରା ସ୍ଥିତ NTPC ସୁନ୍ଦରଗଡ ସରକାରୀ ମେଡିକାଲ କଲେଜ ଓ ହସପିଟାଲ ଛାତ ରୁ ଡେଇଁ ଜଣେ ପୁରୁଷ ରୋଗୀ ମୃତ ସୂଚନା

Sundargarh Town, Sundargarh | Aug 26, 2025
ସୁନ୍ଦରଗଡ ମଙ୍ଗଳ ବାର ସକାଳ ୭ ଟା ସମୟର ସୂଚନା ଅନୁଯାୟୀ ସୁନ୍ଦରଗଡ ଶଙ୍କରା ସ୍ଥିତ NTPC ସୁନ୍ଦରଗଡ ସରକାରୀ ମେଡିକାଲ କଲେଜ ଓ ହସପିଟାଲ ଛାତ ରୁ ଡେଇଁ ଜଣେ ପୁରୁଷ ରୋଗୀ ମୃତ ମୃତ ବ୍ୟକ୍ତି ର ନାମ ଅନିଲ ସୋରେନ ବୟସ ପ୍ରାୟ ୩୫ ବର୍ଷ ହେବ ବୋଲି ସୁଚନା ମିଳିଛି।
Read More News
T & CPrivacy PolicyContact Us