Download Now Banner

This browser does not support the video element.

ଦେବଗଡ: ରିଆମାଳ ବନାଂଚଳର ବିଭିନ୍ନ ସ୍ଥାନରେ ହାତୀ ଉପଦ୍ରବ

Debagarh, Debagarh (Deogarh) | Aug 26, 2025
ଦେବଗଡ ବନଖଣ୍ଡ ରିଆମାଳ ବନାଂଚଳର ବିଭିନ୍ନ ସ୍ଥାନରେ ମଙ୍ଗଳବାର ହାତୀ ଉପଦ୍ରବ ଜାରି ରହିଥିବା ଜଣାପଡିଛି । ରାତି ୧୦ ଟାରେ ଏନେଇ ବନବିଭାଗ ଠାରୁ ସୂଚନା ମିଳିଛି । ହାତୀ ଉପଦ୍ରବ ଯୋଗୁଁ ବିଭିନ୍ନ ଅଂଚଳରେ ଧାନ ଚାଷ କ୍ଷୟକ୍ଷତି ହେଉଥିବା ବେଳେ ସ୍ଥାନୀୟ ଲୋକ ଭୟଭୀତ ଅଛନ୍ତି ।
Read More News
T & CPrivacy PolicyContact Us