This browser does not support the video element.
ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ବିଳମ୍ବିତ ରାତିରେ ଗାଡ଼କଣ ସ୍ଥିତ କେଳୁଚରଣ ପାର୍କ ସମ୍ମୁଖରେ ସୋଇଥିବା ଗାଈ ଉପରେ କାର ଚଢ଼ାଇ କାର ଚାଳକ ଫେରାର
Bhubaneswar M Corp, Khordha | Sep 5, 2025
ବିଳମ୍ବିତ ରାତିରେ ଗାଡ଼କଣ ସ୍ଥିତ କେଳୁଚରଣ ପାର୍କ ସମ୍ମୁଖରେ ସୋଇଥିବା ଗାଈ ଉପରେ କାର ଚଢ଼ାଇ କାର ଚାଳକ ଫେରାର | ସୋଇଥିବା ଗାଈ ଉପରେ ଚଢ଼ି ଗଲା କାର୍। ବିଳମ୍ବିତ ରାତି 3.32ରେ ଗାଡ଼କଣ ସ୍ଥିତ କେଳୁଚରଣ ପାର୍କ ସମ୍ମୁଖରେ ଘଟିଛି ଘଟଣା। ଦ୍ରୁତ ଗତିରେ ଚଢ଼ିଗଲା କାର୍। କାର ସହ ଚାଳକ ଫେରାର। କାର୍ ଚଢ଼ିବାରୁ ଗାଈର ଗୋଡ଼ ଭାଙ୍ଗି ଯାଇଛି । ରାସ୍ତା ଉପରେ ଗୋ ସୁରକ୍ଷା କର୍ମୀ ଚିକିତ୍ସା କରିଥିଲେ। ଘଟଣାକୁ ନେଇ ଉତ୍ତେଜନା ଦେଖିବାକୁ ମିଳିଥିଲା | ଘଟଣା ସ୍ଥଳରେ ମଞ୍ଚେଶ୍ୱର୍ ଥାନା ପୋଲିସ ପହଂଚି ଲୋକଙ୍କୁ ବୁଝା ସୁଝା କରିଥିଲେ |