This browser does not support the video element.
କଣ୍ଟାମାଳ: ଡମ୍ବରୁ ଗଡ ସିଦ୍ଧ ତପୋ ସେବାବନ ଠାରେ ବିଜେପିର ସେବା ପକ୍ଷ ପାଇଁ ମଣ୍ଡଳ ସ୍ତରୀୟ କର୍ମଶାଳା ଅନୁଷ୍ଠିତ
Kantamal, Boudh (Bauda) | Sep 7, 2025
ରବିବାର ସନ୍ଧ୍ୟାରେ ବୌଦ୍ଧ ବ୍ଲକ ତାଳସରଡା ପଞ୍ଚାୟତ ଅନ୍ତର୍ଗତ ଡମ୍ବରୁଗଡ ସିଦ୍ଧ ତପୋ ସେବାବନ ଠାରେ ସେବା ପକ୍ଷ ପାଳନ ପାଇଁ ବିଜେପି ପକ୍ଷରୁ ମଣ୍ଡଳ ସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇ ଯାଇଛି l ମଣ୍ଡଳ ସଭାପତି ଯୀଶୁ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କର୍ମଶାଳାରେ ମଣ୍ଡଳ ପାଇଁ ନିଯୁକ୍ତ ପର୍ଯବେକ୍ଷକ ଶିବ କର୍ମୀ, ଏକଲବ୍ୟ ମହାକୁଡ, ଜିଲ୍ଲା ବିଜେପି ସାଧାରଣ ସମ୍ପାଦକ ସୁଶାନ୍ତ ବାଘ, ମଣ୍ଡଳ ପ୍ରତିନିଧି ନରେଶ ପ୍ରଧାନ, ଯୁବ ମୋର୍ଚ୍ଚା ଉପ ସଭାପତି ଯଯାତୀ ପ୍ରଧାନ ଓ ଅନ୍ୟ ମାନେ ଯୋଗ ଦେଇଥିଲେ |