Download Now Banner

This browser does not support the video element.

ଅନୁଗୋଳ: ଅନୁଗୋଳ ଥାନା ଅଞ୍ଚଳରୁ ବିକଟାଳ ଶବ୍ଦ କରୁଥିବା ୧୭ଟି ବୁଲେଟ ଜବତ

Anugul, Angul | Aug 24, 2025
ଅନୁଗୋଳ ଜିଲ୍ଲା ଅନୁଗୋଳ ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ଅନୁଗୋଳ ପୋଲିସ ପକ୍ଷରୁ ଯାଞ୍ଚ୍ କରା ଯାଉଥିଲା। ଏନେଇ ବିକଟାଳ ଶବ୍ଦ କରୁଥିବା ୧୭ ବୁଲେଟ ଗାଡିକୁ ଅନୁଗୋଳ ପୋଲିସ ଜବତ କରିଛି। ରବିବାର ରାତି ଆଠଟା ସୁଦ୍ଧା ପୋଲିସ ଏହି ୧୭ ବୁଲେଟ ଜବତ କରିଥିବା ସୂଚନା ମିଳିଛି।
Read More News
T & CPrivacy PolicyContact Us