Download Now Banner

This browser does not support the video element.

ଆସିକା: ପୋଲସରା: ଚେରମାରିଆ ଛକ ନିକଟରେ ଚାଉଳ ବୋଝେଇ ଟ୍ରକ ସହ କାର ମୁହାଁମୁହିଁ ଧକ୍କା,ଏକାଧିକ ଆହାତ

Asika, Ganjam | Oct 6, 2025
ଗଞ୍ଜାମ ଜିଲ୍ଲା ଆସିକା ଥାନା ଚେରମାରିଆ ଛକ ନିକଟରେ ଆଜି ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଯାଇଛି l ଗୋଟିଏ ଚାଉଳ ବୋଝେଇ ଟ୍ରକ ସହ କାର ର ମୁହାଁମୁହିଁ ଧକ୍କା ହୋଇଛି l ଦୁର୍ଘଟଣା ରେ ଏକାଧିକ ଲୋକ ଆହାତ ହୋଇଥିବା ସୂଚନା ଜଣାପଡିଛି l ତେବେ ଆହାତ ବ୍ୟକ୍ତି ମାନଙ୍କ ସୂଚନା ମିଳିପାରିନଥିବା ବେଳେ ଚାଉଳ ବୋଝେଇ ଟ୍ରକ ଟି ହିଞ୍ଜିଳି କାଟୁ ଅଭିମୁଖେ ଯିବା ସମୟରେ ବିପରୀତ ଦିଗରୁ ଆସୁଥିବ ଗୋଟିଏ କାର କୁ ଧକ୍କା ଦେଇଥିଲା l
Read More News
T & CPrivacy PolicyContact Us