Download Now Banner

This browser does not support the video element.

କେନ୍ଦ୍ରାପଡା: ମହାକାଳପଡ଼ା ବ୍ଲକ ତିଖିରୀ ପଞ୍ଚାୟତ ଭାରତ ନିର୍ମାଣ ରାଜୀବ ଗାନ୍ଧୀସେବା କେନ୍ଦ୍ରରେ ପଲ୍ଲୀରେ ପ୍ରଶାସନ କାର୍ଯ୍ୟକ୍ରମ ଅନୁଷ୍ଠିତ

Kendrapara, Kendrapara | Sep 1, 2025
ମହାକାଳପଡା ବ୍ଲକ ତିଖିରୀ ପଞ୍ଚାୟତରେ ଥିବା ଭାରତ ନିର୍ମାଣ ରାଜୀବଗାନ୍ଧୀ ସେବା କେନ୍ଦ୍ରରେ ପଲ୍ଲୀରେ ପ୍ରଶାସନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମକୁ ବିଡ଼ିଓ ସୌମ୍ୟଶ୍ରୀ ପାଣିଗ୍ରାହୀ,ବ୍ଲକ ସ୍ତରରେ କାର୍ଯ୍ୟରତ ସମସ୍ତ ଲାଇନ ଡିପାର୍ଟମେଣ୍ଟ ଅଧିକାରୀ ପରିଚାଳନା କରି ମୋଟ 111ଟି ମାମଲାର ସମାଧାନ କରିଛନ୍ତି l ଗୋଟିଏ ମାମଲା ପେଣ୍ଡିଙ୍ଗ ରହିଛି l ଅଭିଯୋଗ ଗୁଡିକ ସାଧାରଣତ ରାସନକାର୍ଡ, ଗ୍ରାମୀଣ ଗୃହନିର୍ମାଣ, ସାମାଜିକ ସୁରକ୍ଷା ପେନସନ ଯୋଜନା ଉପରେ ପର୍ଯ୍ୟବସୀତ ଥିଲା l
Read More News
T & CPrivacy PolicyContact Us