Download Now Banner

This browser does not support the video element.

ରାୟଗଡା: ଜିଲ୍ଲା ବିଜେଡି ସଭାପତି ଜଗନ୍ନାଥ ସାରକା ଆଜି କାଶିପୁର ବ୍ଲକ ର ମୁଣ୍ଡା ଗ୍ରାମ କୁ ଯିବା ସମୟରେ ଟିକିରି ଠାରେ ସମ୍ବର୍ଦ୍ଧିତ କଲେ ଦଳୀୟ କର୍ମୀ

Rayagada, Rayagada | Sep 6, 2025
ଜିଲ୍ଲା ବିଜେଡି ସଭାପତି ଜଗନ୍ନାଥ ଶାରକା ଆଜି ଟିକିରି ଠାରେ ଦଳୀୟକର୍ମୀ ମାନେ ତାଙ୍କୁ ଫୁଲ ତୋଡା ଦେଉ ସ୍ବାଗତ କରିଥିଲେ।ପରେ ମୁଣ୍ଡାଗାଁ ର ନିଜ ଦଳୀୟ କର୍ମୀ ଙ୍କ ଭାଇ ଙ୍କ ଦେହ ତ୍ୟାଗ ଖବର ଶୁଣି ସେଠାରେ ପହଞ୍ଚି ଗଭୀର ଦୁଃଖ ପ୍ରକାଶ କରିବା ସହ ପରିବାର ବର୍ଗ ଙ୍କୁ ସମବେଦନା ଜଣାଇଥିଲେ
Read More News
T & CPrivacy PolicyContact Us