Download Now Banner

This browser does not support the video element.

ଲକ୍ଷ୍ମୀପୁର: ପଞ୍ଚାୟତ ସାଧନା କେନ୍ଦ୍ର ପକ୍ଷରୁ ଦଶମନ୍ତପୁର ବ୍ଲକ କାର୍ଯ୍ୟାଳୟ ପରିସରରେ ଗୋଷ୍ଠୀ ଭିତ୍ତିକ ଜଳ ପରିଚାଳନା ସଂକ୍ରାନ୍ତିୟ ପ୍ରଶିକ୍ଷଣ ଶିବିର

Lakshmipur, Koraput | Sep 11, 2025
କୋରାପୁଟ ପଞ୍ଚାୟତ ସାଧନା କେନ୍ଦ୍ର ପକ୍ଷରୁ ଗୁରୁବାର ପୂର୍ବାହ୍ନରୁ ଅପରାହ୍ନ ୪ଟା ସମୟ ପର୍ଯ୍ୟନ୍ତ ଗୋଷ୍ଠୀ ଭିତ୍ତିକ ଜଳ ପରିଚାଳନା ସଂକ୍ରାନ୍ତିୟ ଏକ ଦିବସୀୟ ବ୍ଳକ୍ ସ୍ତରୀୟ ପ୍ରଶିକ୍ଷଣ ଶିବିର ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଦଶମନ୍ତପୁର ବ୍ଲକ କାର୍ଯ୍ୟାଳୟ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ପ୍ରଶିକ୍ଷଣ ଶିବିରରେ ଦଶମନ୍ତପୁର ବ୍ଳକ ଅଧିକାରୀ ଓ କର୍ମଚାରୀ,ଗ୍ରାମୀଣ ସମୁଦାୟ ବା କୃଷକମାନଙ୍କୁ ତାଲିମ ଦେବା ନିମନ୍ତେ ତାଲିମଦାତା ମାନଙ୍କୁ ଦିନିକିଆ ପ୍ରଶିକ୍ଷଣ ଦିଆଯାଇଥିବା ଜଣାପଡିଛି।
Read More News
T & CPrivacy PolicyContact Us