Download Now Banner

This browser does not support the video element.

ସଦର: ଉଦଯାପିତ ହେଲା ଭବାନୀପାଟଣା ଭାରତ ପେଲେସ ଠାରେ ଆଦି କର୍ମଯୋଗୀ ଅଭିଯାନ ଦ୍ବାରା ଆୟୋଜିତ ପ୍ରୟୋଗ ଶାଳା

Sadar, Kalahandi | Sep 11, 2025
ଗତ ତିନିଦିନ ଧରି ଭବାନୀପାଟଣା ଭାରତ ପେଲେସ ଠାରେ ITDA ଥୁଆମୁଳ ରାମପୁର ର ଆଦି କର୍ମଯୋଗୀ ଅଭିଯାନ ଦ୍ବାରା ଆୟୋଜିତ ପ୍ରୟୋଗ ଶାଳା ଗୁରୁବାର ଅପରାହ୍ନରେ ଉଦଯାପିତ ହେଇ ଯାଇଚି। ଉଦଯାପନୀ ସମାରୋହରେ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରଓ୍ଵାନ ଯୋଗ ଦେଇଥିଲେ। ଏଥିରେ ତଫସିଲଭୁକ୍ତ ଜନ ଜାତି ବହୁଳ ଜନ ବସତି ଗୁଡିକର ସାମଗ୍ରିକ ବିକାଶ ନେଇ ଆଲୋଚନା କରିଥିଲେ। ଏହାସହ ପ୍ରତ୍ୟେକ ପରିବାରରେ କିଭଳି ସରକାରଙ୍କ ଯୋଜନା ସବୂର ସୁବିଧା ପହଞ୍ଚି ପାରିବ ସେନେଇ ବୁଝାଇଥିଲେ।
Read More News
T & CPrivacy PolicyContact Us