Download Now Banner

This browser does not support the video element.

ପୁରୀ ମ୍ୟୁନିସିପାଲଟି: ଗୋବର୍ଦ୍ଧନ ମଠରେ ଜଗତଗୁରୁ ଭେଟି ବିଭିନ୍ନ ପ୍ରସଙ୍ଗ ରେ ଆଲୋଚନା କଲେ ଓଡିଶା ର ବିଭିନ୍ନ ରାଜ ପରିବାର l

Puri M, Puri | Sep 6, 2025
ଗୋବର୍ଦ୍ଧନ ମଠରେ ହେଲା ରାଜ ପରିବାରର ମେଳି । ଆଜି ଗୁରୁଜୀଙ୍କୁ ଭେଟିଲେ ସୁନ୍ଦରଗଡ଼ ରାଜ ପରିବାରର ରାଣୀ ମା ବିଜ୍ଞାନୀ ଦେବି,ନୀଳଗିରି, ଖଣ୍ଡ ପଡା, ବାମଡା, ଆଳି, ତାଳଚେର ଆଦି ରାଜ ପରିବାର ରାଜା ଓ ରାଣୀ ମା ଗୁରୁଜୀଙ୍କୁ ଭେଟିଛନ୍ତି। ଦେବୋତ୍ତର ବିଭାଗର ନିୟମରେ ବନ୍ଧା ରହିଥିବା ରାଜ ପରିବାରର କୁଳ ଦେବାଦେବୀଙ୍କ ମନ୍ଦିରରେ ଦେଖାଦେଇଛି ଅଚଳାବସ୍ଥା ।ତେଣୁ କିଭଳି ମନ୍ଦିର ଗୁଡିକର ବିକାଶ ଓ ପୂଜା ନୀତି ଶୃଙ୍ଖଳିତ ହେବ ସେ ନେଇ ଜଗଦ୍ଗୁରୁ ସଂକରାଚାର୍ଯ୍ୟଙ୍କ ମତାମତ ଓ ପରାମର୍ଶ ନେଲେ ଅନେକ ଆଞ୍ଚଳିକ ରାଜପରିବାର । ଆଜି ସନ୍ଧ୍ୟା 6 ସମୟରେ ଜଗତଗୁରୁ ଙ୍କୁ ଭେଟିଲେ ରାଜପରିବାର l
Read More News
T & CPrivacy PolicyContact Us