Install App
ranjannanda71
This browser does not support the video element.
କଟକ ପୌରାଞ୍ଚଳ: ତେଲଦିଆ ଠାରେ, ଅରିଲୋ ସୋମପୁର ଓ ବୋଧପୁର ଗ୍ରାମପଞ୍ଚାୟତର ଭାରତୀୟ ଜନତା ପାର୍ଟି କାର୍ଯ୍ୟକର୍ତ୍ତାଙ୍କ ଦ୍ଵାରା ବନ୍ଧୁମିଳନ ଓ କର୍ମୀ ସମ୍ମିଳନୀ
Cuttack M Corp PS, Cuttack | Sep 3, 2025
ଭାରତୀୟ ଜନତା ପାର୍ଟି ର ବନ୍ଧୁ ମିଲନ ଏବଂ କର୍ମୀ ସମ୍ମିଳନୀ କାର୍ଯ୍ୟକ୍ରମ ଅନୁଷ୍ଠିତ,ଯୋଗଦେଲେ ବିଧାୟକ। ସୂଚନା ମୁତାବକ ଆଜି ଅପରାହ୍ନ ତିନି ଘଟିକା ସମୟରେ କଟକ ସଦର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ତେଲଦିଆ ଠାରେ, ଅରିଲୋ, ସୋମପୁର ଓ ବୋଧପୁର ଗ୍ରାମପଞ୍ଚାୟତର ଭାରତୀୟ ଜନତା ପାର୍ଟି କାର୍ଯ୍ୟକର୍ତ୍ତାଙ୍କ ଦ୍ଵାରା ଆୟୋଜିତ ବନ୍ଧୁମିଳନ ଓ କର୍ମୀ ସମ୍ମିଳନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। ଆଜିର କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ ଉପସ୍ଥିତ ରହିଥିଲେ।
Share
Read More News
T & C
Privacy Policy
Contact Us
Your browser does not support JavaScript!