Download Now Banner

This browser does not support the video element.

ଗୋପାଳପୁର: ଗୋପାଳପୁର ଏନ ଏ ସି ର ସଫେଇ କର୍ମଚାରୀ ଙ୍କୁ ଜାତିଆଣ ଆକ୍ଷେପ ଘଟଣା ନେଇ ସଂଘ ପକ୍ଷରୁ ନିର୍ବାହୀ ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ

Gopalpur, Ganjam | Sep 10, 2025
ଗୋପାଳପୁର ଏନ ଏ ସି ପକ୍ଷରୁ ଗତ ଅଗଷ୍ଟ ୩୧ ତାରିଖରେ ଆୟୋଜିତ ସ୍ୱାୟତ୍ତ ଶାସନ ଦିବସ ପାଳନ ଅବସରରେ କାର୍ଯ୍ୟରତ ସଫେଇ କର୍ମଚାରୀଙ୍କୁ ଜାତିଆଣ ଆକ୍ଷେପ କରାଯାଇ ଖାଇବାକୁ ନଦେବା ଘଟଣାରେ ବୁଧବାର ଅପରାହ୍ନରେ ସଫେଇ କର୍ମଚାରୀ ସଂଘ ପକ୍ଷରୁ ଏକ ଦାବିପତ୍ର ଗୋପାଳପୁର ଏନଏସି କାର୍ଯ୍ଯ ନିର୍ବାହୀ ଅଧିକାରୀଙ୍କୁ ପ୍ରଦାନ କରାଯାଇଛି।
Read More News
T & CPrivacy PolicyContact Us