This browser does not support the video element.
ପାରଳାଖେମୁଣ୍ଡି: ଆସନ୍ତା କାଲି ପାଇଁ ଗଜପତି ଜିଲ୍ଲାକୁ ୟେଲୋ ସଙ୍କେତ ଜାରି କଲା ଆଇ ଏମ ଡି ବିଭାଗ
Paralakhemundi, Gajapati | Sep 28, 2025
ଆସନ୍ତା କାଲି ପାଇଁ ଗଜପତି ଜିଲ୍ଲାକୁ ୟେଲୋ ସଙ୍କେତ ଜାରି କଲା ଆଇ ଏମ ଡି ବିଭାଗ। ଗଜପତି ଜିଲ୍ଲାକୁ ଆସନ୍ତା କାଲି ଅର୍ଥାତ 29 ସେପ୍ଟେମ୍ବର ପାଇଁ ୟେଲୋ ସଙ୍କେତ ଜାରି କରିଛି ଆଇ ଏମ ଡି ବିଭାଗ। ଆସନ୍ତା କାଲି ଜିଲ୍ଲାରେ ଘଡଘଡି ସହ ବର୍ଷା ହେବା ସାଙ୍ଗକୁ 30 ରୁ 40 କିଲୋ ମିଟର ବେଗରେ ପବନ ବହିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଯାହାକୁ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାରେ ଜନ ସାଧାରଣଙ୍କୁ ଘଡ଼ଘଡି କୁ ନେଇ ସତର୍କ ରହିବାକୁ କୁହା ଯାଇଛି। ଯାହାକୁ ନେଇ ଆଜି ଆଜି ଅପରାହ୍ନ ପାଞ୍ଚଟା ବେଳେ ସୂଚନା ମିଳିଛି।