Download Now Banner

This browser does not support the video element.

ନର୍ଲା: ନର୍ଲା ସ୍ଥିତ ବସ୍ ଷ୍ଟାଣ୍ଡ ରାସ୍ତା ଉପରେ ମନୋଜ୍ ସାହୁ ଙ୍କୁ ଏକ ଅଜଣା ବାଇକ୍ ଧକ୍କା ଦେଇ ଦୁର୍ଘଟଣା ଗ୍ରସ୍ତ କରିଥିବା ଘଟଣାକୁ ନେଇ ଅଭିଯୋଗ

Narala, Kalahandi | Sep 10, 2025
ଗତ ମଙ୍ଗଳବାର ଦିନ ପୂର୍ବାହ୍ନ ଏଗାର ଘଣ୍ଟା ସମୟରେ ନର୍ଲା ସ୍ଥିତ ବସ୍ ଷ୍ଟାଣ୍ଡ ରାସ୍ତା କଡରେ ମନୋଜ୍ ସାହୁ ନାମବ ଯୁବକ ଥିବା ବେଳେ ଅଜଣା ଏକ ଆପାଚି ମୋଟର ସାଇକେଲ ଗାଡ଼ି ଧକ୍କା ଦେଇ ଦୁର୍ଘଟଣା ଗ୍ରସ୍ତ କରିଥିଲା ଏହି ଦୁର୍ଘଟଣା ରେ ମୋନୋଜ ଗୁରୁତର ଆହତ ହୋଇଥିଲେ ତାଙ୍କୁ ପ୍ରାଥମିକ ଚିକିତ୍ସା ପରେ ବିଶାଖାପାଟଣା ଠାରେ ଚିକିତ୍ସା ହେଉଛନ୍ତି ଏ ନେଇ ଆଜି ବୁଧବାର ଦିନ ସନ୍ଧ୍ୟା ଛଅ ଘଣ୍ଟା ସମୟରେ ଥାନରେ ଅଭିଯୋଗ କରିଛନ୍ତି ମୋନୋଜ୍ ଙ୍କ ବାପା
Read More News
T & CPrivacy PolicyContact Us