This browser does not support the video element.
ଆସିକା: କୁସୁରାବ ନିକଟରେ ବାଟୋଇ କୁ ପଛପଟୁ ଧକ୍କା ଦେଲା ବାଇକ, ଦୁଇ ଆହାତ ଙ୍କୁ ଆସିକା ମେଡିକାଲ ରେ ଭର୍ତି
Asika, Ganjam | Sep 10, 2025
ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା କୁସୁରାବ ଗ୍ରାମ ନିକଟରେ ରାସ୍ତା ରେ ଚାଲି ଚାଲି ଯାଉଥିବା ଜଣେ ବୃଦ୍ଧ ଙ୍କୁ ପଛପଟୁ ଧକ୍କା ଦେଲା ବାଇକ l ଦୁର୍ଘଟଣା ରେ ବାଟୋଇ କୁସୁରାବ ଗ୍ରାମର 65 ବର୍ଷୀୟ ମାଧବ ଗୌଡ଼ ଏବଂ ବାଇକ ଚାଳକ ଗୋପାଳପୁର ଅଞ୍ଚଳର 27 ବର୍ଷୀୟ କେ. ରବି କୁମାର ନାମକ ଯୁବକ ଆହାତ ହୋଇଛନ୍ତି l ସୂଚନା ଅନୁସାରେ ମାଧବ ଗ୍ରାମ ନିକଟ କାଇଠିରା ଗ୍ରାମକୁ ପ୍ରବଚନ ଶୁଣିବାକୁ ଚାଲି ଚାଲି ଯିବା ସମୟରେ କେ. ରବି ଚଳାଉଥିବା ବାଇକ ତାଙ୍କୁ ପଛପଟୁ ଧକ୍କା ଦେଇଥିଲା l