This browser does not support the video element.
ଝାରସୁଗୁଡା: ଶାରଦୀୟ ଦୁର୍ଗାପୂଜା ର ମହା ଅଷ୍ଟମୀ ଅବସରରେ ଭାଲୁପତ୍ରା ଗସ୍ତ କରି ମା ଙ୍କ ଦର୍ଶନ କଲେ ଝାରସୁଗୁଡା ବିଧାୟକ
Jharsuguda, Jharsuguda | Sep 30, 2025
ଶାରଦୀୟ ଦୁର୍ଗାପୂଜା ର ମହା ଅଷ୍ଟମୀ ଅବସରରେ ଆଜି ଝାରସୁଗୁଡା ଜିଲ୍ଲାର କିର୍ମିରା ବ୍ଲକ ଅନ୍ତର୍ଗତ ଭାଲୁପତ୍ରା ଗସ୍ତ କରି ମା ଙ୍କ ଦର୍ଶନ କଲେ ଝାରସୁଗୁଡା ବିଧାୟକ l ଝାରସୁଗୁଡା ବିଧାୟକ ଆଜି ରାତି ପ୍ରାୟ ୮ ଟା ରେ ଭାଲୁପତ୍ରା ଗସ୍ତ କରି ଜଗଦ ଜନନୀ ମା ଦୁର୍ଗା ଙ୍କ ପୂଜାର୍ଚ୍ଚନା କରି ଝାରସୁଗୁଡାବାସୀ ଙ୍କ ମଙ୍ଗଳ କାମନା କରିଛନ୍ତି l ଏହାସହ ପୂଜା କମିଟି ସହ ବିଭିନ୍ନ ବିଷୟରେ ଆଲୋଚନା କରି ମହା ଆଡମ୍ବରରେ ଏବଂ ଶାନ୍ତି ଶୃଙ୍ଖଳା ସହ ଦୁର୍ଗା ପୂଜା ପାଳନ କରିବା ପାଇଁ ପରାମର୍ଶ ଦେଇଛନ୍ତି l