Download Now Banner

This browser does not support the video element.

ଟିଟିଲାଗଡ: ପିତୃ ପକ୍ଷ ଉପଲକ୍ଷେ ଟିଟିଲାଗଡ଼ ଲାୟନ୍ସ କ୍ଲବ ତରଫରୁ ତୃତୀୟ ଦିନରେ ପହଞ୍ଚିଲା ପିତୃ ପୁରୁଷଙ୍କ ନିମନ୍ତେ ସେବା

Titlagarh, Balangir | Sep 10, 2025
ସୋମବାର ଠାରୁ ଆରମ୍ଭ ହୋଇଯାଇଛି ପିତୃ ପକ୍ଷ, ତେବେ ହିନ୍ଦୁ ଧର୍ମ ଅନୁସାରେ ନିଜର ପୂର୍ବ ପୁରୁଷଙ୍କୁ ପିଣ୍ଡଦାନ କରି ତାଙ୍କ ଆତ୍ମାର ଶାନ୍ତି ନିମନ୍ତେ ଏହି ପକ୍ଷକୁ ସବୁ ହିନ୍ଦୁ ଧର୍ମର ଲୋକେ ପାଳନ କରିଥାନ୍ତି। ତେବେ ଯେଉଁମାନେ ନିଜର ଅସୁବିଧା କାରଣରୁ କରି ପାରୁ ନାହାଁନ୍ତି କି ସୁବିଧା ହୋଇ ନ ପାରିବାରୁ କରି ପାରୁ ନାହାଁନ୍ତି, ତାଙ୍କର ଏହି କାର୍ଯ୍ୟକୁ କରିବା ପାଇଁ ଟିଟିଲାଗଡ଼ ଲାୟନ୍ସ କ୍ଲବ ତରଫରୁ ହାତକୁ ନିଆଯାଇଛି। କ୍ଲବ ସଭାପତି ଶ୍ରୀ ସଞ୍ଜୟ ସୋନିଙ୍କ ସଭାପତିତ୍ବରେ ସ୍ଥାନୀୟ ଲାୟନସ ଡେନ ସମ୍ମୁଖରେ ଆଜି ୧୨.୩୦ ଟା ସମୟରେ ଶହ ଶହ ଲୋକଙ୍କୁ ଖାଦ୍ୟ ବିତରଣ କରାଯାଇଛି।
Read More News
T & CPrivacy PolicyContact Us