Download Now Banner

This browser does not support the video element.

ଫୁଲବାଣୀ ସହର: ଫୁଲବାଣୀ-ବାଲିଗୁଡ଼ା ମୁଖ୍ୟ ରାସ୍ତାର ଫିରିଙ୍ଗିଆ ହାଇସ୍କୁଲ ନିକଟରେ ଟ୍ରକ ସହ ଧକ୍କା ହୋଇ ୨ ବାଇକ ଆରୋହୀ ଗୁରୁତର

Phulabani Town, Kandhamal | May 7, 2024
କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଫୁଲବାଣୀ ବାଲିଗୁଡା ମୁଖ୍ୟ ରାସ୍ତାର ଫିରିଙ୍ଗିଆ ହାଇସ୍କୁଲ ନିକଟରେ ସୋମବାର ସଂଧ୍ୟା ସମୟରେ ଏକ ଟ୍ରକ ସହ ଅନ୍ୟଏକ ବାଇକ ସାମନା ସାମନି ଧକ୍କା ହେବା ଫଳରେ ଦୁଇଜଣ ବାଇକ ଆରୋହୀ ଗୁରୁତର ଆହତ ହୋଇଛନ୍ତି I ଗୁରୁତର ଆହତ ବ୍ୟକ୍ତି ମାନଙ୍କ ମଧ୍ୟ୍ୟରେ ଜଣେ ଫିରିଙ୍ଗିଆ ବ୍ଲକ ମୁଖ୍ୟାଳୟ ନାହଣା ଗାଁ ର ରାଜୀବ ଦିଗାଲ ବୋଲି ଜଣାପଡିଥିବା ବେଳେ ଅନ୍ୟଜଣେ ତେମାଙ୍ଗି ଗାଁ ର ଚନ୍ଦ୍ରଶେଖର ମାଲିକ ବୋଲି ଜଣାପଡିଛି I
Read More News
T & CPrivacy PolicyContact Us